ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢ଼ଉ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍ ଇଡି ଜବତ କରିଛି। ମନି ଲଣ୍ଡ୍ରିଂ ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରର ୨ଟି ଓ କେନ୍ଦୁଝର ଜିଲ୍ଲା ଯୋଡ଼ାର ୨ଟି ସ୍ଥାନରେ ଚଢ଼ଉ କରିଥିଲା।
ଜିତୁ ପଟ୍ଟନାୟକଙ୍କ ଖଣିରୁ ବେଆଇନ ଖଣିଜ କାରବାର ହୋଇଥିବା ନେଇ ଅଭିଯୋଗ ଥିବାରୁ ଏହି ଚଢ଼ଉ କରାଯାଇଥିବା ସୂଚନା ମିଳିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/tWXyusH
ରେଡ୍ ପରେ ଆକ୍ସନ: ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ସମ୍ପତ୍ତି ସିଜ୍ Rajalaxmi Sahoo
Reviewed by SUBHENDU BARAL
on
May 11, 2022
Rating:
No comments: