ଫୋକସରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ : ରାଜ୍ୟକୁ ବିଦେଶରୁ ବିମାନ ଚଳାଚଳ ନେଇ ଆଜି ବୈଠକ

ଭୁବନେଶ୍ବର ୨୨/୧: ଆଜି ବେସାମରିକ ବିମାନ ପ୍ରାଧିକରଣ କର୍ତ୍ତୃପକ୍ଷ ଓ ବିଭିନ୍ନ ବିମାନ କମ୍ପାନୀ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକ । ଓଡ଼ିଶା ହେବ ଟୁରିଜିମ୍  ଡେଷ୍ଟିନେସନ୍ ।  ଓଡିଶାକୁ କିପରି ଦେଶ ବିଦେଶରୁ ସିଧା ସଳଖ ଅଧିକ ପର୍ଯ୍ୟଟକ ଆସିବେ ସେନେଇ ଏୟାର କନେକେଟିଭିଟି ଉପରେ ଗୁରୁତ୍ବ ଦେଇଛନ୍ତି ସରକାର ।

ତେଣୁ  ଭୁବନେଶ୍ବର ଏୟାର ପୋର୍ଟକୁ ଅଧିକ ଅନ୍ତଜାତୀୟ ଫ୍ଲାଇଟ ଆସିବା ଏବଂ ଦେଶର ବିଭିନ୍ନ ସହରରୁ ଅଧିକ ବିମାନ ଚଳଚଳା କିପରି ହୋଇପାରିବ ସେଥିପାଇଁ ଆଜି ବୈଠକ ବସିବ । ବୈଠକରେ ଏୟାରପୋର୍ଟ ଅଥରଟି, ରାଜ୍ୟ ସରକାର, ବିଭିନ୍ନ ବିମାନ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ରହିବେ।



from Prameya News7 https://ift.tt/30IOC0l
ଫୋକସରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ : ରାଜ୍ୟକୁ ବିଦେଶରୁ ବିମାନ ଚଳାଚଳ ନେଇ ଆଜି ବୈଠକ ଫୋକସରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ : ରାଜ୍ୟକୁ ବିଦେଶରୁ ବିମାନ ଚଳାଚଳ ନେଇ ଆଜି ବୈଠକ Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.