ମାର୍ଚ୍ଚ ୦୬ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ-ଦୈହିକ ଅସୁସ୍ଥତା ସଙ୍ଗକୁ ମାନସିକ ଶିଥିଳତା ନିରୁତ୍ସାହତା ସୃଷ୍ଟିକରିବ । ଅଟକି ରହିଯାଇଥିବା ବୃତ୍ତିଗତ ଧନ୍ଦାକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଆତ୍ମୀୟ ସ୍ୱଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବୋ ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।
ଚାଷୀ-ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି-ସହଯୋଗ ମିଳିବ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ବୃଷ- ଅଟକି ରହିଥିବା କାମ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ମନ୍ତବ୍ୟ ଦେଇପାରନ୍ତି ।ସବୁ କାମରେ ଆଗୁଆ ରହିବାରୁ କ୍ଳାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୭ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ- ସଫଳତାହାତଛଡାହୋଇଯିବ ।
ଗୃହିଣୀ-ସୁଖ ଅନୁଭବକରିବେ ।
ମିଥୁନ- ଦିନଭିତରେଯେତିକି ଅର୍ଥ ପାଇବେତାହାଠାରୁ ଅଧିକଖର୍ଚ୍ଚକରିବାକୁ ପଡିବ । ଅନ୍ୟମାନଙ୍କ କଥାରେଭାସିଯାଇକାମକଲେ ପରେ ଅନୁତାପ କରିବାକୁ ପଡିପାରେ ।ସାମାଜିକକ୍ଷେତ୍ରରେକେବଳବେଠିଖଟିବାବ୍ୟତୀତକିଛିଲାଭହେବନିାଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୧ ।
ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।

କର୍କଟ-ସମସ୍ୟାରହିଲେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ସାନ୍ତ୍ୱନା ପ୍ରଦାନରେସହାୟକହେବ । ଆପଣଙ୍କୁକୌଣସିବନ୍ଧୁହଇରାଣରେ ପକାଇବାକୁ ଚେଷ୍ଟାକରିପାରନ୍ତି ।ଘରୋଇ କଥାରେକିଛିମତ ପାର୍ଥକ୍ୟ ସୃଷ୍ଟି ଜନିତ ମାନସିକ ଦ୍ୱନ୍ଦ୍ୱର ଆଶଙ୍କାରହିଛିା ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୬ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ବ୍ୟବସାୟୀ- ଅର୍ଥ ଲାଭହେବ ।
ଗୃହିଣୀ-ଧାର୍ମିକହେବେ ।
ସିଂହ- ଅର୍ଥ ସଂକଟ କେତେ କଗୁରୁତ୍ୱପୂର୍ଣ୍ଣ କାମରେ ଅନ୍ତରାୟ ସୃଷ୍ଟିକରିବ ।କୌଣସି ସମ୍ପର୍କୀୟାଙ୍କ ସହଉଚ୍ଚବାଚ୍ଚଜନିତ କଳହର ସୂଚନାକୁ ଏଡିହେବ ନାହିଁ ।ଯେଉଁକାମରେହାତ ଦେବେସେଥିରେସଫଳତା ପାଇବାକଷ୍ଟକରହୋଇପାରୋଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୪ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ- ରୋଗରୁମୁକ୍ତହୋଇପାରନ୍ତି ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
କର୍ମଜୀବି- ଅର୍ଥ ହାନୀହେବ ।
ବ୍ୟବସାୟୀ- ସଫଳତାହାତଛଡାହୋଇଯିବ ।
ଗୃହିଣୀ- ସୁଖୀହେବେ ।
କନ୍ୟା- ନିଜ ଲୋକଙ୍କ ତରଫରୁ କିମ୍ବା ପାଖପଡୋଶୀଙ୍କ ବାକ୍ୟ ବାଣରେ ଅତିଷ୍ଠ ହୋଇପାରନ୍ତି ।ରୋଗୀଣା ସ୍ୱାସ୍ଥ୍ୟରେ ସାମାନ୍ୟ ବତିକ୍ରମ ଦେଖା ଦେଇପାରେ ।ହସ୍ତା ନକ୍ଷତ୍ର ପାଇଁ ଦିନଟି ଅନୁକୂଳରହିବ , ଅର୍ଥ ଓ ସମ୍ମାନ ପାଇବୋଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୧ ।
ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି-ସହଯୋଗମିଳିବ ।
ବ୍ୟବସାୟୀ- ଅର୍ଥ ଲାଭହେବ ।
ଗୃହିଣୀ- ସ୍ୱାଭିମାନୀହେବେ ।

ତୁଳା- ଭଲ ଓ ମନ୍ଦରମିଶ୍ରିତ ଫଳାନୁଭୂତିମଧ୍ୟରେ ଦିନଟିକଟିବ ।ଯେତିକି ଆଶା ଓ ଆଗ୍ରହନେଇବନ୍ଧୁଙ୍କକାମରେବାହାରିଥିଲେଫେରିବାବେଳକୁ ଆଉତାହା ନ ଥିବ ।ବୈଷୟିକକ୍ଷେତ୍ରରେ ଯାହା ଆଶାକରୁଥିଲେକିଛି ପରିମାଣରେ ଅବଶ୍ୟ ପାଇବୋ ଶୁଭରଙ୍ଗପିଙ୍କ୍ ।ଶୁଭ ଅଙ୍କ ୮ ।
ଚାଷୀ- ଶ୍ରମସାର୍ଥକହେବ ।
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି-ପ୍ରମୋସନ୍‌ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବିଛା- ଏକ ଭିନ୍ନ ପରିବେଶରେ ପରିସ୍ଥିତି ବଦଳିଯିବ, ଯାହାକି ଆପଣଙ୍କ ସକାଶେ ରୁଚିକର ହୋଇପାରେ ।ଯେତେ କାମକଲେ ମଧ୍ୟ ସମ୍ପର୍କୀୟମାନେ ଦୂରେଇରହୁଥିବାର ଅନୁଭବକରିବୋ ଶୁଭରଙ୍ଗମେରୁନ୍ ।ଶୁଭ ଅଙ୍କ ୬ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।
ଧନୁ-ଭାଙ୍ଗି ପଡିଥିବା ସମ୍ପର୍କକୁ ପୁନଃଯୋଡିବା ସକାଶେ ଚେଷ୍ଟା କରି କିଛି ଲାଭ ପାଇବେ ନାହିଁ ।ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ଉନ୍ନତିକରିବେ । ଦୀର୍ଘ ଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସରଳ ସାମଧାନ ଆଶାମଉଳି ଯାଇପାରେ । ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୯ ।
ଚାଷୀ-ଜଳସଞ୍ଚୟକରନ୍ତୁ ।
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।
ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ- ଅର୍ଥ ଲାଭହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମକର-କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ବେଗକୁ ରୋକିପାରିବେ ନାହିଁ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ, ମାତ୍ର ବହୁତତକଲିପ ସହିବାକୁ ପଡିବ ।ଶାରୀରିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିପାରନ୍ତିାଶୁଭରଙ୍ଗନୀଳ ।ଶୁଭ ଅଙ୍କ ୫ ।
ଚାଷୀ-ଚାଷରେ ଉନ୍ନତି ପାଇଁକୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ- ମିତ୍ରସୁଖ ପାଇବେ ।
କୁମ୍ଭ- ନିଜର ବ୍ୟବହାରରେସଂ୍‌ମତାରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି ।ଗତ କାଲିରକୌନସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ ।ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରନ ହେଇପାରେ । ଶୁଭରଙ୍ଗଧଳା ।ଶୁଭ ଅଙ୍କ ୨ ।
ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବିଜ୍ଞହେବେ ।
କର୍ମଜୀବି-ସହଯୋଗମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
ଗୃହିଣୀ-ସୁଖଭାରା ଦିନଟି ।
ମୀନ-ପ୍ରତ୍ୟେକ ଦିଗରୁସମୟ ଅନୁକୂଳରହିଲେ ମଧ୍ୟ ଆର୍ଥିକ ଅନଟନ ଓ ସ୍ୱାସ୍ଥ୍ୟସମସ୍ୟାମନକୁଭାରାକ୍ରାନ୍ତ କରିବ ।ଯେତେଭାବିଚିନ୍ତିକାମକଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକକାମକୁବିଶୃଙ୍ଖଳିତକରିବା ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୭ ।
ଚାଷୀ-ଜଳସଞ୍ଚୟକରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।



from Prameya News7 https://ift.tt/jGyrOzX
ମାର୍ଚ୍ଚ ୦୬ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ ମାର୍ଚ୍ଚ ୦୬ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ Reviewed by SUBHENDU BARAL on March 05, 2022 Rating: 5

No comments:

Powered by Blogger.