ବେଙ୍ଗାଲୁରୁ ୧୦।୧୦: ରବିବାର ସକାଳ ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । କର୍ଣ୍ମାଟକର ଗୁଲବର୍ଗା ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଭୂକମ୍ପର ତିବ୍ରତା ୩.୪ ଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ ।
An earthquake of 3.4 magnitude occurred in Gulbarga, Karnataka at around 6 this morning: National Center for Seismology pic.twitter.com/mRykPXSmI7
— ANI (@ANI) October 10, 2021
ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ କର୍ଣ୍ମାଟକର ଗୁଲବର୍ଗ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଏହାପରେ କିଛି ଲୋକେ ଘରୁ ବାହାରକୁ ଚାଲିଆସିଥିବାର ଦେଖିବାକୁ ମିଳିଥିଲା । ତେବେ ଏବେ ଯାଏଁ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ରିକ୍ଟର ସ୍କେଲ୍ରେ ଭୂକମ୍ପର ତିବ୍ରତା ୩.୪ଥିବା ରେକର୍ଡ କରାଯାଇଛି । ତେବେ ଏବେ ଯାଏଁ ଭୂକମ୍ପର କେନ୍ଦ୍ରସ୍ଥଳୀ ବିଷୟରେ କିଛି ବିଶେଷ ତଥ୍ୟ ହାସଲ ହୋଇନାହିଁ ।
from Prameya News7 https://ift.tt/3AsVQWz
ଭୂକମ୍ପର ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୩.୪
Reviewed by SUBHENDU BARAL
on
October 09, 2021
Rating:

No comments: