ପିକ୍ଅ‌ପ୍‌ ବୋଝେଇ କେନ୍ଦୁପତ୍ର ଗାଡି ଜବତ, ଡ୍ରାଇଭର ଅଟକ

ଜଳେଶ୍ୱର ୦୯/୧୦: ଜଳେଶ୍ୱରରୁ ପିକଅପ ଭର୍ତ୍ତି କେନ୍ଦୁ ପତ୍ର ଜବତ । ତେବେ ଘଟଣାରେ ଜଣେ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ଜଳେଶ୍ବର ବନ ବିଭାଗ ଦ୍ଵାରା ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରୁ ଜବତ କରାଯାଇଛି । କେନ୍ଦୁପତ୍ର ବୋଝେଇ ଗାଡି ଅନୁଗୁଳରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା ବେଳେ ମାଡିବସିଥିଲା ବନବିଭାଗ । ବିପୁଳ ପରିମାଣର କେନ୍ଦୁପତ୍ର ଜବତ ହେବା ସହ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ଅଟକ ଡ୍ରାଇଭର ଜଣଙ୍କ ହେଲେ ରାକେଶ ପ୍ରଧାନ ।



from Prameya News7 https://ift.tt/3DslSvg
ପିକ୍ଅ‌ପ୍‌ ବୋଝେଇ କେନ୍ଦୁପତ୍ର ଗାଡି ଜବତ, ଡ୍ରାଇଭର ଅଟକ ପିକ୍ଅ‌ପ୍‌ ବୋଝେଇ କେନ୍ଦୁପତ୍ର ଗାଡି ଜବତ, ଡ୍ରାଇଭର ଅଟକ Reviewed by SUBHENDU BARAL on October 08, 2021 Rating: 5

No comments:

Powered by Blogger.