ବାରିପଦା ୦୯/୧୦: ବାରିପଦା ମେଡିକାଲରେ ଛାତରୁ ସିମେଣ୍ଟ କଂକ୍ରିଟ ପଡି ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା । ପ୍ରତିବାଦରେ ମୃତଦେହ ଧରି ରାତି ସାରା ରାସ୍ତା ରୋକ କରିଛନ୍ତି ଲୋକେ ।
ବାରିପଦା ଟାଉନ ଥାନା ଅନ୍ତର୍ଗତ ଅସ୍ତିଆ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ବୃଦ୍ଧଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ଅଡିବସିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହେବ ସେ ଯାଏଁ ରାସ୍ତାରୋକ ଚାଲୁରହିବ ବୋଲି ଲୋକେ ଦାବି କରିଛନ୍ତି ।
from Prameya News7 https://ift.tt/3FtPxpA
ମୃତଦେହ ରଖି ଧାରଣା, ୨୫ ଲକ୍ଷ କ୍ଷତିପୂରଣ ଦାବିରେ ରାସ୍ତାରୋକ
Reviewed by SUBHENDU BARAL
on
October 08, 2021
Rating:

No comments: