ଗୋଦାବରୀ ପାୱାର ଇସ୍ପାତରେ ବଡ ଧରଣର ଅଗ୍ନିକାଣ୍ଡ: ହୁତ ହୁତ ହୋଇ ଜଳୁଛି ନିଆଁ; ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ଦମକଳ ଗାଡି Kanak News

କନକ ବ୍ୟୁରୋ : ଛତିଶଗଡର ରାଇପୁର ଜିଲ୍ଲାରେ ଗୋଦାବରୀ ପାୱାର ଇସ୍ପାତରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏକ ଅଗ୍ନିର ଏକ ବଳୟ ସୃଷ୍ଟି ହେବା ପରି ଦେଖାଯାଉଥିଲା । ଦମକଳ ଗାଡି ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଏହି ଘଟଣାରେ କେହି ମୃତାହତର ଖବର ନାହିଁ । ଅଗ୍ନିକାଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଦାବରୀ ପାୱାର ଇସ୍ପାତର ଅନେକ କିଛି ନିଆଁରେ ପୋଡି ଯାଇଥିବା ଆଶଙ୍କା କରାଯାଉଛି ।

 



from Kanak News https://ift.tt/3hTT7xU https://ift.tt/3s3kVEN
ଗୋଦାବରୀ ପାୱାର ଇସ୍ପାତରେ ବଡ ଧରଣର ଅଗ୍ନିକାଣ୍ଡ: ହୁତ ହୁତ ହୋଇ ଜଳୁଛି ନିଆଁ; ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ଦମକଳ ଗାଡି Kanak News ଗୋଦାବରୀ ପାୱାର ଇସ୍ପାତରେ ବଡ ଧରଣର ଅଗ୍ନିକାଣ୍ଡ: ହୁତ ହୁତ ହୋଇ ଜଳୁଛି ନିଆଁ; ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି ଦମକଳ ଗାଡି Kanak News Reviewed by SUBHENDU BARAL on January 08, 2021 Rating: 5

No comments:

Powered by Blogger.