ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା Kanak News

କନକ ବ୍ୟୁରୋ : ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅସାମାଜିକ ଯୁବକ । ଏନେଇ କଟକ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ଛାତ୍ରୀ । ଗତକାଲି ବିରୁପା ବ୍ୟାରେଜ ନିକଟ ମାଗୁରା ବୋଟିଂ ପାର୍କରେ ବନ୍ଧୁଙ୍କ ସହ ବୁଲାବୁଲି କରୁଥିଲେ ଡାକ୍ତରୀ ଛାତ୍ରୀ । ଏହି ସମୟରେ କିଛି ଅସାମାଜିକ ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ବନ୍ଧୁଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏସସିବି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢୁଥିବା ଛାତ୍ରୀ ଏନେଇ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ।



from Kanak News https://ift.tt/38Hj2G7 https://ift.tt/3ic70aI
ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା Kanak News ଚୌଦ୍ୱାର ବୋଟିଂ ପାର୍କରେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ପୁରୁଷ ବନ୍ଧୁଙ୍କୁ ମରଣାନ୍ତକ ଆକ୍ରମଣ କଲେ ଅସାମାଜିକ ଯୁବକ; ଚୌଦ୍ୱାର ଥାନାରେ ଏତଲା ଦେଲେ ପୀଡିତା Kanak News Reviewed by SUBHENDU BARAL on January 13, 2021 Rating: 5

No comments:

Powered by Blogger.