କୋଭିସିଲ୍ଡ ପରେ ପହଞ୍ଚିଲା କୋଭାକ୍ସିନ୍‌, ଭୁବନେଶ୍ୱରକୁ ଆସିଲା ୨୦ହଜାର ଡୋଜ୍‌

ଭୁବନେଶ୍ବର ୧୩।୦୧: କରୋନା ଲଢେଇରେ ଆଉ ପାଦେ । ପହଞ୍ଚିଲା କରୋନା ଟିକା କୋଭାକ୍ସିନ୍‌ । ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ୍‌ । ପ୍ରାୟ ୨୦ହଜାର କୋଭାକ୍ସିନ୍‌ ଡୋଜ୍‌ ଆସି ପହଞ୍ଚିଛି । ଭାରତ ବାୟୋଟେକ୍‌ ଓ ଆସିଏମ୍‌ଆର୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି କୋଭାକ୍ସିନ୍‌ ।   



from Prameya News7 https://ift.tt/3bAJ4ga
କୋଭିସିଲ୍ଡ ପରେ ପହଞ୍ଚିଲା କୋଭାକ୍ସିନ୍‌, ଭୁବନେଶ୍ୱରକୁ ଆସିଲା ୨୦ହଜାର ଡୋଜ୍‌ କୋଭିସିଲ୍ଡ ପରେ ପହଞ୍ଚିଲା କୋଭାକ୍ସିନ୍‌, ଭୁବନେଶ୍ୱରକୁ ଆସିଲା ୨୦ହଜାର ଡୋଜ୍‌ Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.