ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା Rajalaxmi Sahoo

ମୁଜାଫରପୁର: ପୋଲିସ୍‌ ଷ୍ଟେସନ ଯିବା ବାଟରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ବିହାରରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।

ବିହାର ମୁଜାଫରଫୁର ଜିଲ୍ଲା ମଣିଆରି ଥାନାକୁ ଯିବା ବାଟରେ ସମ୍ପୃକ୍ତ ପୋଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଛି। ଗୁରୁବାର ସକାଳେ ଏହି ଘଟଣା ଘଟିଛି।

ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଗୁଳିମାଡ଼ ପଛରେ କାହାର ହାତ ଅଛି ? କେଉଁ କାରଣ ପାଇଁ ପୋଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କଲା ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

The post ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା appeared first on OTV Khabar..



from OTV Khabar. https://ift.tt/2IcCEHi
ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା Rajalaxmi Sahoo ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା Rajalaxmi Sahoo Reviewed by SUBHENDU BARAL on October 08, 2020 Rating: 5

No comments:

Powered by Blogger.