ଖୋର୍ଦ୍ଧା୯/୧୦: ଖୋର୍ଦ୍ଧା ବନଖଣ୍ଡର ମଳିପଡ଼ା - ଦଲକ ରାସ୍ତା ମଝିରେ ଏକ ହାତୀ ର ମୃତ୍ୟୁ । ଘଟଣା ସ୍ଥଳରେ ଖୋର୍ଦ୍ଧା ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ । ମୃତ ହାତୀ ଦେଖିବାକୁ ଲୋକଙ୍କ ଭିଡ ଲାଗିଛି । ହାତୀଟି ଦଳ ଭିତରେ ଥିଲା । ଟିମକୁ ଡକାଯାଇଛି ହାତୀ ମୃତ୍ୟୁକୁ ନେଇ ଯାଞ୍ଚ କରିବା ପାଇଁ ସୂଚନା ଦେଲେ ଖୋର୍ଦ୍ଧା Acfo ଗୌର ଗୋପାଳ ସିଂହ।
from Prameya News7 https://ift.tt/2GJuIMV
ମଳିପଡ଼ା ନିକଟରେ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
Reviewed by SUBHENDU BARAL
on
October 08, 2020
Rating:

No comments: