JEE Main 2020: ଆଜି ବାହାରି ପାରେ ରେଜଲ୍ଟ Rajalaxmi Sahoo

ନୂଆଦିଲ୍ଲୀ: ଆଜି ବାହାରି ପାରେ JEE (Main)ରେଜଲ୍ଟ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(NTA) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ରେଜଲ୍ଟ ଆଜି ବାହାରିବ ବୋଲି ଆଶା କରାଯାଉଛି।

ଛାତ୍ରଛାତ୍ରୀମାନେ jeemain,nta.nic.in ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଜାଣିପାରିବେ। (JEE) Main ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ JEE (Advanced) ରେଜଲ୍ଟ ବାହାରିପାରେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ NIT, IIIT ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପ୍ରକ୍ରିୟାରେ ଭାଗ ନେଇପାରିବେ।

ଲକ୍‌ଡାଉନ୍‌ ଯୋଗୁ ପରୀକ୍ଷା ବାତିଲ ହୋଇଥିଲା। ତେବେ ଚଳିତ ମାସ ପହିଲାରୁ ୬ ତାରିଖ ମଧ୍ୟରେ ସାରା ଦେଶରେ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ JEE (Main) ପରୀକ୍ଷା ଦେଇଛନ୍ତି।

The post JEE Main 2020: ଆଜି ବାହାରି ପାରେ ରେଜଲ୍ଟ appeared first on OTV Khabar..



from OTV Khabar. https://ift.tt/32iJjr3
JEE Main 2020: ଆଜି ବାହାରି ପାରେ ରେଜଲ୍ଟ Rajalaxmi Sahoo JEE Main 2020: ଆଜି ବାହାରି ପାରେ ରେଜଲ୍ଟ Rajalaxmi Sahoo Reviewed by SUBHENDU BARAL on September 10, 2020 Rating: 5

No comments:

Powered by Blogger.