ଏକାଥରକେ ତିନୋଟି ଭାଲୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ନୂଆପଡ଼ା ୧୧।୦୯: ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର । ବ୍ୟକ୍ତିଜଣଙ୍କୁ ଏକାଥରକେ ଆକ୍ରମଣ କଲେ ତିନୋଟି ଭାଲୁ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାଲୁ ଆକ୍ରମଣରେ ନୂଆପଡା ତିଲେଇଝର ଗାଁର ନନ୍ଦକୁମାର ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଲକୁ ଯାଇଥିବା ବେଳେ ଭାଲୁମାନେ ତାଙ୍କୁ ଆକ୍ରମଣ କରିଥିଲେ । ପାଖରେ କେହି ନଥିବା ବେଳେ ନିଜ ସାହସ ଓ ବୁଦ୍ଧି ବଳରେ ସେ ଭାଲୁ କବଳରୁ ବଞ୍ଚି ଯାଇଛନ୍ତି ।



from Prameya News7 https://ift.tt/2ZngeJ2
ଏକାଥରକେ ତିନୋଟି ଭାଲୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ଏକାଥରକେ ତିନୋଟି ଭାଲୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି Reviewed by SUBHENDU BARAL on September 10, 2020 Rating: 5

No comments:

Powered by Blogger.