ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହେଲେ ସୁପ୍ରିମକୋର୍ଟର ୬ଜଣ ବିଚାରପତି । କୋର୍ଟ ନମ୍ବର ୨ରେ ମାସ୍କ ପିନ୍ଧି ଶୁଣାଣି କଲେ ବିଚାରପତି ସଂଜୀବ ଖାନ୍ନା । Kanak News

କନକ ବ୍ୟୁରୋ : ସୁପ୍ରିମକୋର୍ଟର ୬ଜଣ ବିଚାରପତି ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏ ସମ୍ପର୍କରେ ଉଚିତ ପଦକ୍ଷେପ ନେବା ପାଇଁ ପ୍ରଧାନ ବିଚାରପତି ସିଏ ବୋବଡେଙ୍କୁ ଅବଗତ କରାଇଛନ୍ତି । ଗତ କିଛି ଦିନ ଧରି ଦିଲ୍ଲୀ, ଏନସିଆର ଓ ଏହାର ଆଖପାଖ ଅଂଚଳରେ ଏଚ-ୱାନ, ଏନ-ୱାନର ଅନେକ ମାମଲା ସାମ୍ନାକୁ ଆସିଥିଲା ।

ଏବେ ସୁପ୍ରିମକୋର୍ଟର ବିଚାରପତି ମଧ୍ୟ ଏହି ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି । ସେହିପରି ବିଚାରପତି ଚନ୍ଦ୍ରଚୁଡ ମଧ୍ୟ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ସହ ଏନେଇ ବିଚାର ବିମର୍ଶ କରିଛନ୍ତି । ଏହାରି ଭିତରେ ସୁପ୍ରିମକୋର୍ଟର କୋର୍ଟ ନମ୍ବର ଦୁଇରେ ମାସ୍କ ପିନ୍ଧି ଶୁଣାଣୀ କରିଛନ୍ତି ବିଚାରପତି ସଂଜୀବ ଖନ୍ନା ।



from Kanak News https://ift.tt/32spaNz https://ift.tt/3caxq9B
ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହେଲେ ସୁପ୍ରିମକୋର୍ଟର ୬ଜଣ ବିଚାରପତି । କୋର୍ଟ ନମ୍ବର ୨ରେ ମାସ୍କ ପିନ୍ଧି ଶୁଣାଣି କଲେ ବିଚାରପତି ସଂଜୀବ ଖାନ୍ନା । Kanak News ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହେଲେ ସୁପ୍ରିମକୋର୍ଟର ୬ଜଣ ବିଚାରପତି । କୋର୍ଟ ନମ୍ବର ୨ରେ ମାସ୍କ ପିନ୍ଧି ଶୁଣାଣି କଲେ ବିଚାରପତି ସଂଜୀବ ଖାନ୍ନା । Kanak News Reviewed by SUBHENDU BARAL on February 25, 2020 Rating: 5

No comments:

Powered by Blogger.