ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ Pradesh Pratyush

 କଟକ : ସ୍କୁଲ ଗୁଡ଼ିକ ଛୁଟିଥିବାବେଳେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। କଟକ ଜିଲ୍ଲା ଟାଙ୍ଗୀ ଭଟିମୁଣ୍ଡା ଗାଁରୁ ଆସିଛି ଏହି ଅଭିଯୋଗ। ରାତିରେ ଚାଉଳ ଚୋରି ହେଉଥିବାର ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ତେବେ ଏହି ଚାଉଳ ଚୋରି ଘଟଣାରେ ଗାଁର କିଛି ଯୁବକଙ୍କ ସହ ସ୍କୁଲ ପିଅନ ବି ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ ଘଟଣାର ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ବ୍ରଜମୋହନ ଦାସ।



from OTV Khabar http://bit.ly/2Ahh5OY
ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ Pradesh Pratyush ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ Pradesh Pratyush Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.