
ପୁରୀ: ଶ୍ରୀମନ୍ଦିରରେ କାଲିର ଅବ୍ୟବସ୍ତା ପରେ ଆଜି ମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ ହୋଇଛି। ବାହାରକାଠ ନିକଟରେ ଜଣେ ପୁଲିସ୍ କର୍ମଚାରୀ ଅସଦାଚରଣ କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ନାବାଳିକା ଜଣକ ତାଙ୍କ ବାପା ଓ ମାଆଙ୍କ ସହ ଦର୍ଶନ କରୁଥିବା ବେଳେ ଅସଦାଚରଣର ଶିକାର ହୋଇଛି। ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ପହଞ୍ଚିଛନ୍ତି ନାବାଳିକା। କାଲି ନୀତିକାନ୍ତି ବନ୍ଦ ନେଇ ଚର୍ଚ୍ଚାରେ ରହିଥିଲା ଶ୍ରୀମନ୍ଦିର। ଆଉ ଆଜି ଘଟିଛି ଏଭଳି ଘଟଣା।
from OTV Khabar http://bit.ly/2Q6KXCF
ଶ୍ରୀମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ OTV KHABAR BUREAU
Reviewed by SUBHENDU BARAL
on
December 29, 2018
Rating:
No comments: