ହଟୁଛି କୋହଳା ପାଗ, ଶୀତରୁ ମିଳିପାରେ ସାମୟିକ ଆଶ୍ୱସ୍ତି । ୪ରୁ ୫ ଦିନ ଯାଏଁ ଆଉ ଖସିବନି ପାରଦ Kanak News

କନକ ବ୍ୟୁରୋ: ହଟୁଛି କୋହଳା ପାଗ, ଶୀତରୁ ମିଳିପାରେ ସାମୟିକ ଆଶ୍ୱସ୍ତ । ଆସନ୍ତା ୪ରୁ ୫ ଦିନ ଯାଏଁ ଆଉ ଖସିବନି ପାରଦ । ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ପାଣିପାଗ ସ୍ୱାବାଭିକ୍ ରହିବ । ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ କୋହଳା ପାଗ ଯୋଗୁଁ ଶୀତର ପ୍ରଭାବ ବଢ଼ିଥିଲା ।

କିନ୍ତୁ ଏବେ କୋହଳା ପାଖ ହଟିଯିବା ସହ ପାରଦ ବଢ଼ିବାର ସଂଭାବନା ରହିଛି । ଯାହା ଫଳରେ ଆସନ୍ତା ୪ରୁ ୫ ଦିନ ଯାଏଁ ଶୀତର ମାତ୍ରା ସ୍ୱାଭାବିକ୍ ରହିବ । ଯେମିତି ଦୁଇ ଦିନ ହେଲା ଅଚାନକ୍ ଶୀତ ବଢ଼ି ଯାଇଥିଲା, ସେଭଳି ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।



from Kanak News http://bit.ly/2SqiZUp http://bit.ly/2AkFnYc
ହଟୁଛି କୋହଳା ପାଗ, ଶୀତରୁ ମିଳିପାରେ ସାମୟିକ ଆଶ୍ୱସ୍ତି । ୪ରୁ ୫ ଦିନ ଯାଏଁ ଆଉ ଖସିବନି ପାରଦ Kanak News ହଟୁଛି କୋହଳା ପାଗ, ଶୀତରୁ ମିଳିପାରେ ସାମୟିକ ଆଶ୍ୱସ୍ତି । ୪ରୁ ୫ ଦିନ ଯାଏଁ ଆଉ ଖସିବନି ପାରଦ Kanak News Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.