କଟକ ୨୫|୧୦: ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ସାଲେପୁର ଥାନା ବାସୁଦେଇପୁର ଗାଁରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ଅଭିରାମ ବେହେରା । ଏହା ଆତ୍ମହତ୍ୟା ନା କିଏ ତାଙ୍କୁ ହତ୍ୟା କରିଛି ସେନେଇ ସନ୍ଦେହ ସୃଷ୍ଟି ହେ।ଇଛି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।
from News7 https://ift.tt/2ESe7W2
ସାଲେପୁରରେ ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
Reviewed by SUBHENDU BARAL
on
October 25, 2018
Rating:
No comments: