ଜଗତସିଂହପୁର ଶାରଳା ପୀଠରେ ମାଆଙ୍କ ଅଷ୍ଟମୀ ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଜଗତସିଂହପୁର ୧୬|୧୦: ଆଜି ପୀଠରେ ମାଆଙ୍କ ଅଷ୍ଟମୀ ପୂଜା । ଜଗତସିଂହପୁର ଶାରଳା ପୀଠରେ ମାଆଙ୍କ ପୂଜାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳୁ ରୀତିନୀତି ଅନୁସାରେ ମାଆଙ୍କ ନୀତିକାନ୍ତି ସରିଛି । ମାଆଙ୍କ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।



from News7 https://ift.tt/2OZcM3o
ଜଗତସିଂହପୁର ଶାରଳା ପୀଠରେ ମାଆଙ୍କ ଅଷ୍ଟମୀ ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଜଗତସିଂହପୁର ଶାରଳା ପୀଠରେ ମାଆଙ୍କ ଅଷ୍ଟମୀ ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା Reviewed by SUBHENDU BARAL on October 16, 2018 Rating: 5

No comments:

Powered by Blogger.