ଋଷଭ ପନ୍ତଙ୍କ ଦମଦାର ଶତକ: ସିରିଜ୍‌ କବଜା କଲା ଭାରତ Chandan Shishu

ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ତୃତୀୟ ଦିନିକିଆ ବିଜୟ ସହ ୨-୧ରେ ସିରିଜ୍ ଜିତିଲା ଭାରତ। ଋଷଭ ପନ୍ତଙ୍କ ଦମଦାର ଶତକ ଭାରତକୁ ବିଜୟ ପ୍ରଦାନ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୫୯ରନ୍  କରିଥିଲା। ୨୬୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଭାରତକୁ ପ୍ରଥମରୁ  ଝଟକା ଲାଗିଥିଲା। ଫେଲ ମାରିଥିଲେ ଟିମ୍ ଇଣ୍ଡିଆ ଟପ୍ ଅର୍ଡର।

ତେବେ ସମ୍ଭାଳି ନେଇଥିଲେ ଋଷଭ ପନ୍ଥ ଏବଂ ହାର୍ଦିକ ପାଣ୍ଡ୍ୟା ଯୋଡି। ପ୍ରଥମ ମ୍ୟାଚରେ ଭାରତ ୧୦ ଓ୍ବିକେଟରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶହେ ରନରେ ହାରିଯାଇଥିଲା। ଆଜି ତୃତୀୟ ଦିନିକିଆ ଜିତିବା ସହ ସିରିଜ୍ ଉପରେ କବଜା କରିଛି ଭାରତ।  .



from Latest Odisha News, Breaking News Today | Top Updates on Corona - OTV News https://ift.tt/mYkn2ML
ଋଷଭ ପନ୍ତଙ୍କ ଦମଦାର ଶତକ: ସିରିଜ୍‌ କବଜା କଲା ଭାରତ Chandan Shishu ଋଷଭ ପନ୍ତଙ୍କ ଦମଦାର ଶତକ: ସିରିଜ୍‌ କବଜା କଲା ଭାରତ Chandan Shishu Reviewed by SUBHENDU BARAL on July 17, 2022 Rating: 5

No comments:

Powered by Blogger.