ମେଷ–ମଘା ଓ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରଜାତବ୍ୟକ୍ତିବାଧା, ବିଘ୍ନକୁଏଡାଇ ଆଗକୁବଢିବେ ।କାର୍ଯ୍ୟ ହାସଲକରିବାରେ ସକ୍ଷମ ହେବେ । ସୁଖ-ସମ୍ମାନ ଲାଭକରିବେ ।ବ୍ୟବସାୟ ଅତ୍ୟନ୍ତ ଲାଭଜନକହେବ । ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୮ ।
ଚାଷୀ-ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।
ଛାତ୍ରଛାତ୍ରୀ- ବିଜ୍ଞହେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ-ସୁଖଭାରା ଦିନଟି ।
ବୃଷ–ଉତ୍ତରାଷାଢାବ୍ୟକ୍ତିମାନେ ଶୁଭଫଳ ପାଇପାରିବେ । ପାରିବାରସୁଖ ପ୍ରାପ୍ତ କରିବେ ।ବ୍ୟବସାୟଲାଭଜନକହେବ ନାହିଁ ।ବୃତ୍ତିଗତସମସ୍ୟା ଦେଖା ଦେଇ ପାରେ । ଶୁଭରଙ୍ଗବ୍ରାଉନ୍ । ଶୁଭ ଅଙ୍କ ୧ ।
ଚାଷୀ-ଜଳସଞ୍ଚୟକରନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେସଫଳହେବେ ।
ବ୍ୟବସାୟୀ- ପ୍ରଚୁରଲାଭହେବ ।
ଗୃହିଣୀ- ପରକୁ ଆପଣାରକରିବେ ।
ମିଥୁନ – ଆର୍ଦ୍ରା ନକ୍ଷତ୍ରଜାତବ୍ୟକ୍ତିଙ୍କ ପାଇଁ ଯାତ୍ରା ଅନୁକୂଳରହିଛି ।ବନ୍ଧୁମିଳନରସୁଯୋଗ ଅଛି । ଅର୍ଥ ପ୍ରାପ୍ତିରସୂଚନାମିଳୁଛି ।କାର୍ଯ୍ୟରେସଫଳତାଲାଭକରିବେ ।ବ୍ୟବସାୟଲାଭଜନକହେବ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୭ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତିବଢାଇଥାଏ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
ଗୃହିଣୀ-ଧାର୍ମିକହେବେ ।
କର୍କଟ– ପୁଷ୍ୟା ନକ୍ଷତ୍ରଜାତବ୍ୟକ୍ତି ପରାମର୍ଶନେଇକାର୍ଯ୍ୟକଲେସଫଳତା ପାଇବେ । ପରୋପକାରୀହେବେ । ଧର୍ମଭାବନାରୁଶାନ୍ତିମିଳିବ ।ଶତ୍ରୁ ନାଶକରିବାରେସିଦ୍ଧହସ୍ତହେବେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୨ ।
ଚାଷୀ-ଜଳବାୟୁବିଷୟରେସଠିକ୍ବିବରଣୀ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ- ବନ୍ଧୁଙ୍କସହାୟତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ- ମିତ୍ରସୁଖ ପାଇବେ ।
ସିଂହ –ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ରଜାତବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପାଇବେ ।ସେବାରେ ନିୟୋଜିତହୋଇପାରନ୍ତି । ପୂଜା ପଦ୍ଧତିରେସମୟ ଦେବେ । ପରାମର୍ଶଦାତାହେବେ । ଧର୍ମକ୍ରିୟାରତହେବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୩ ।
ଚାଷୀ-ଚାଷରେଉନ୍ନତି ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ଘର କାମରେବ୍ୟସ୍ତରହିବେ ।
କନ୍ୟା–ଅନୁରାଧା ନକ୍ଷତ୍ରଜାତବ୍ୟକ୍ତିଙ୍କରକର୍ମତତ୍ପରତା ପ୍ରକାଶ ପାଇବ । ଅର୍ଥ ପ୍ରାପ୍ତିରସୁଯୋଗ ଅଛି ।ଉନ୍ନତି ପଥରେ ଆଗକୁବଢି ପାରନ୍ତି ।ଚିତ୍ରା ଓ ବିଶାଖା ନକ୍ଷତ୍ରଜାତବ୍ୟକ୍ତିଙ୍କରସାମାନ୍ୟଶୁଭ ।ଶୁଭରଙ୍ଗଗାଢଗ୍ରୀନ୍ ।ଶୁଭ ଅଙ୍କ ୩ ।
ଚାଷୀ-ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ- ବ୍ୟାୟାମ୍କରିବାଉଚିତ୍ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ- ସ୍ୱାଭିମାନୀହେବେ ।
ତୁଳା–ସ୍ୱାତୀ ନକ୍ଷତ୍ରଜାତବ୍ୟକ୍ତିଶତ୍ରୁକୁ ପରାସ୍ତକରିମାନସିକଶାନ୍ତିଫେରି ପାଇବେ ।ସବଳଗୁଣଯୁ୍କ୍ତସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତହେବେ ।ବିବାଦୀୟଘଟଣାରେବିଜୟୀହେବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୪ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ- ସଦିଚ୍ଛାଭାବରହିବ ।
ବିଛା–ଉତ୍ତରାଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ରଜାତବ୍ୟକ୍ତିଗୃହକାର୍ଯ୍ୟକୁତ୍ୱରାନ୍ୱିତକରିବେ ।ଶୁଭକାର୍ଯ୍ୟ ପାଇଁବାତାବରଣ ଅନୁକୂଳରହିଛି ।କୃଷିକ୍ଷେତ୍ରଉପରେ ଧ୍ୟାନ ଦେବେ । ଯାନବାହନ ସୁଖମିଳିପାରେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୬ ।
ଚାଷୀ-କୀଟ ନାଶକରସଠିକ୍ସମୟରେବ୍ୟବହାରକରନ୍ତୁ ।
ରୋଗୀ- ସାମାନ୍ୟସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ନୂଆବସ୍ତ୍ରଲାଭହେବ ।
ଧନୁ –ମୂଳା ଓ ଉତତ୍ତରାଷାଢା ଓ ଶ୍ରାବଣା ନକ୍ଷତ୍ରଜାତବ୍ୟକ୍ତି ପରିବାରସହିତଶାନ୍ତି, ଶୃଙ୍ଖଳାରେସମୟବିତାଇ ପାରନ୍ତି ।ବ୍ୟବସାୟଲାଭଜନକହେବ ।ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକହେବ ।ଶୁଭରଙ୍ଗପିଚ୍ ।ଶୁଭ ଅଙ୍କ ୭ ।
ଚାଷୀ-ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)
ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ସଫଳତାହାତଛଡାହୋଇଯିବ ।
ବ୍ୟବସାୟୀ- ସଦ୍ବ୍ୟବହାରକରନ୍ତୁ ।
ଗୃହିଣୀ- ଧର୍ଯ୍ୟବାନ୍ହେବେ ।
ମକର–କୃତ୍ତିକା ଓ ରୋହିଣୀ ନକ୍ଷତ୍ରଜାତବ୍ୟକ୍ତି ମନ ମୁତାବକକାର୍ଯ୍ୟକରିଖୁସିହୋଇପାରନ୍ତି । ଦେବଦ୍ୱିଜଭକ୍ତହେବେ ।ମନୋଜ୍ଞହେବେ ।ସକଳଶାସ୍ତ୍ରଜ୍ଞତା, ବ୍ରତକର୍ତ୍ତାହେବେ ।ଶୁଭରଙ୍ଗଗାଢଲାଲ୍ ।ଶୁଭ ଅଙ୍କ ୫ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ହେବେ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ବ୍ୟବସାୟୀ- ସଫଳତାମିଳିବ ।
ଗୃହିଣୀ-ପାରିବାରିକକାର୍ଯ୍ୟରେବ୍ୟସ୍ତରହିବେ ।
କୁମ୍ଭ -ଶତଭିକ୍ଷା ନକ୍ଷତ୍ରଜାତବ୍ୟକ୍ତି ପରିସ୍ଥିିତି ପ୍ରତିସଜାଗରହିଲେବିପଦ ଦୂରେଇ ଯିବ । ଆୟ ଯଥେଷ୍ଟ ପରିମାଣରହେବ ।ସଙ୍ଗୀତ ପ୍ରିୟହେବେ । ଉପଯୁକ୍ତକର୍ମାନୁରକ୍ତହେବେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୯ ।
ଚାଷୀ-ଜଳବାୟୁବିଷୟରେସଠିକ୍ବିବରଣୀ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
ଗୃହିଣୀ-ସଜାସଜିରେବ୍ୟସ୍ତରହିବେ ।
ମୀନ – ଉତ୍ତରଭାଦ୍ରପଦ ନକ୍ଷତ୍ରଜାତବ୍ୟକ୍ତିକାର୍ଯ୍ୟକରିବା ପୂର୍ବରୁବିଚାର -ଆଲୋଚନାକରିସଫଳତାମିଳିବ । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ । ଆର୍ଥିକସ୍ଥିତିରେଢେରଉନ୍ନତିଘଟିବ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୪ ।
ଚାଷୀ-ଜଳସଞ୍ଚୟକରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ହେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ-ସଜାସଜିରେବ୍ୟସ୍ତରହିବେ ।
from Prameya News7 https://ift.tt/jROlwMe

No comments: