ଭାରତ ଓ ଚୀନ୍ ସେନା ମୁହାଁମୁହିଁ : ଏଲଏସି ଆଡକୁ ମାଡ଼ି ଆସୁଥିବା ଚୀନ ସୈନ୍ୟକୁ ଅଟକାଇଥିଲେ ଭାରତୀୟ ଯବାନ Kanak News

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ । ଗତ ସପ୍ତାହରେ ପାଟ୍ରୋଲିଂ ବେଳେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ୨୦୦ ଚୀନ୍ ସେନା ଏଲ୍ଏସି ଆଡକୁ ମାଡି ଆସୁଥିବା ବେଳେ ଅଟକାଇଥିଲେ ଭାରତୀୟ ଯବାନ । କମାଣ୍ଡରସ୍ତରୀୟ ଆଲୋଚନା ପରେ ଚୀନ୍ ସେନା ପଛକୁ ହଟିଥିଲେ ।

ସୂଚନା ଅନୁସାରେ ଗତ ସପ୍ତାହରେ ତୱାଙ୍ଗ ସେକ୍ଟରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଚୀନର ପାଖାପାଖି ୨୦୦ ସୈନିକ ଏଲ୍ଏସି ପାର କରି ଭାରତୀୟ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ । କିଛି ଘଂଟା ଧରି ଝଗଡା ଲାଗି ରହିଥିଲା । ଏଥିରେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ ।

The post ଭାରତ ଓ ଚୀନ୍ ସେନା ମୁହାଁମୁହିଁ : ଏଲଏସି ଆଡକୁ ମାଡ଼ି ଆସୁଥିବା ଚୀନ ସୈନ୍ୟକୁ ଅଟକାଇଥିଲେ ଭାରତୀୟ ଯବାନ first appeared on Kanak News.



from Kanak News https://ift.tt/3iEuVBi https://ift.tt/3012RkR
ଭାରତ ଓ ଚୀନ୍ ସେନା ମୁହାଁମୁହିଁ : ଏଲଏସି ଆଡକୁ ମାଡ଼ି ଆସୁଥିବା ଚୀନ ସୈନ୍ୟକୁ ଅଟକାଇଥିଲେ ଭାରତୀୟ ଯବାନ Kanak News ଭାରତ ଓ ଚୀନ୍ ସେନା ମୁହାଁମୁହିଁ : ଏଲଏସି ଆଡକୁ ମାଡ଼ି ଆସୁଥିବା ଚୀନ ସୈନ୍ୟକୁ ଅଟକାଇଥିଲେ ଭାରତୀୟ ଯବାନ Kanak News Reviewed by SUBHENDU BARAL on October 07, 2021 Rating: 5

No comments:

Powered by Blogger.