ନୂଆଦିଲ୍ଲୀ ୧୦।୧୦: ଆଜି ୟୁପିଏସ୍ ସି ପ୍ରିଲିମିନାରି ପରୀକ୍ଷା । କେନ୍ଦ୍ରୀୟ ଲୋକ ସେବା ଆୟୋଗ ୟୁପିଏସ୍ ସି ଦ୍ବାରା ୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରି ପରୀକ୍ଷା ଆଜି ଓଡ଼ିଶାର ଦୁଇଟି ସହର ସମେତ ଦେଶର ୮୩ଟି ସହରରେ ଅନୁଷ୍ଠିତ ହେବ। ଓଡ଼ିଶାର କଟକ ଓ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରାରମ୍ଭିକ ପରୀକ୍ଷା ଚଳିତ ବର୍ଷ ଜୁନ୍ ୨୭ରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇ ଥିଲା। ପ୍ରାରମ୍ଭିକ ପରୀକ୍ଷା ପାଇଁ ପ୍ରାୟ ୧୦ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡ଼ିଛି।
from Prameya News7 https://ift.tt/3BuktDK
ଆଜି ୟୁପିଏସ୍ସି ପ୍ରିଲିମିନାରୀ ପରୀକ୍ଷା,୧୦ ଲକ୍ଷ ଛାତ୍ରଛାତ୍ରୀ କରିଛନ୍ତି ଆବେଦନ
Reviewed by SUBHENDU BARAL
on
October 09, 2021
Rating:

No comments: