ପୁରୀ ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଯୋଜନା ବେଳେ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କଲା ପୋଲିସ Kanak News

କନକ ବ୍ୟୁରୋ : ପୁରୀ ଟାଉନଥାନା ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବା ସମୟରେ ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିଛି ପୁରୀ ଟାଉନଥାନା ପୋଲିସ । ସେମାନଙ୍କ ନିକଟରୁ ୨ଟି ଖଣ୍ଡା , ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ମଦ ବୋତଲ , ଦୁଇଟି ପାଣି ବୋତଲ, କିଛି ଡିସପୋଜାଲ୍ ଗ୍ଲାସ୍ ଜବତ କରିଛି ପୋଲିସ । ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦେବୀଘାଟ ଅଂଚଳରେ ଗୋଟିଏ ପରିବା ଦୋକାନରେ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।



from Kanak News https://ift.tt/2N0tCjp https://ift.tt/3tQ6TqR
ପୁରୀ ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଯୋଜନା ବେଳେ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କଲା ପୋଲିସ Kanak News ପୁରୀ ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଯୋଜନା ବେଳେ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କଲା ପୋଲିସ Kanak News Reviewed by SUBHENDU BARAL on February 11, 2021 Rating: 5

No comments:

Powered by Blogger.