ମାଲକାନଗିରି ୧୦।୦୨: ପୁଣି ମାତିଲେ ମାଓବାଦୀ। ଜାଳିଦେଲେ ଜେସିବି ଓ ଟିପର୍। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ଛତିଶଗଡ଼ ଦାନ୍ତେୱାଡା ନେରଲିରୁ ବଚେଲୀ ରାସ୍ତାରେ ରେଳ ଲାଇନ୍ ପାଇଁ କାର୍ଯ୍ୟ ଜାରି ରହିଥିଲା। ଏହାକୁ ବିରୋଧ କରି ଭେରମଗଡ ଏରିଆ କମିଟିର ୧୫-୨୦ ଜଣ ସଦସ୍ୟ ରେଳ ଲାଇନ୍ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ସମ୍ପୂର୍ଣ ଜଳିଦେଇଛନ୍ତି। ଯାହାଫଳରେ ଜେସିବି ଓ ଟିପର ପୋଡି ପାଉଁଶ ହୋଇଯାଇଛି । ସଶସ୍ତ୍ର ମାଓବାଦୀ ଉନ୍ନତିମୂଳକ କାର୍ଯ୍ୟକୁ ବିରୋଧ କରିଛନ୍ତି ।
from Prameya News7 https://ift.tt/3jBM3a8
ମାତିଲେ ପୁଣି ମାଓବାଦୀ, ଜାଳିଦେଲେ ଜେସିବି ଓ ଟିପର୍
Reviewed by SUBHENDU BARAL
on
February 09, 2021
Rating:

No comments: