ଶ୍ୱଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍କ ଦେୱାନ ସାହିର ଘଟଣା  Kanak News

କନକ ବ୍ୟୁରୋ : ଶ୍ୱଶୁରଙ୍କ ଘର ଉପରକୁ ଗୁଳିମାଡ । ଏପରି ଘଟଣା ଘଟିଛି ଖୋର୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେବାନ ସାହିରେ । ଗୁରୁଜଙ୍ଗର ହରି ବେହେରାଙ୍କ ଘର ଉପରକୁ ତାଙ୍କର ଜ୍ୱାଇଁ ଦୁଇ ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗୁଳି ଦୁଇଟି ଘରର କାନ୍ଥରେ ବାଜିଛି । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସହ ଅନ୍ୟ କେତେଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।



from Kanak News https://ift.tt/3rM1qzC https://ift.tt/3d4uUUZ
ଶ୍ୱଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍କ ଦେୱାନ ସାହିର ଘଟଣା  Kanak News ଶ୍ୱଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍କ ଦେୱାନ ସାହିର ଘଟଣା  Kanak News Reviewed by SUBHENDU BARAL on February 11, 2021 Rating: 5

No comments:

Powered by Blogger.