କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଘାଟିରେ ବସ୍ ଦୁର୍ଘଟଣା : ଭାରସାମ୍ୟ ହରାଇ ଆମପାଣି ଘାଟିରୁ ଓଲଟିଲା ବସ୍ Kanak News

କନକ ବ୍ୟୁରୋ : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଆମପାଣି ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବସ୍ । ଦୁଇ ଜଣ ଆହତହୋଇଛନ୍ତି । ଦୁଇ ଆହତଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଦିଲଖୁସ୍ ନାମକ ଏହି ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ମାଲକାନଗିରିକୁ ଯାତ୍ରା କରୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ଯାଇଥିଲା । ବସ୍ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।



from Kanak News https://ift.tt/3qfLzIJ https://ift.tt/38Faxv7
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଘାଟିରେ ବସ୍ ଦୁର୍ଘଟଣା : ଭାରସାମ୍ୟ ହରାଇ ଆମପାଣି ଘାଟିରୁ ଓଲଟିଲା ବସ୍ Kanak News କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ଘାଟିରେ ବସ୍ ଦୁର୍ଘଟଣା : ଭାରସାମ୍ୟ ହରାଇ ଆମପାଣି ଘାଟିରୁ ଓଲଟିଲା ବସ୍ Kanak News Reviewed by SUBHENDU BARAL on January 12, 2021 Rating: 5

No comments:

Powered by Blogger.