କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର : କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ ଦୂର ହେବା ଦରକାର Kanak News

କନକ ବ୍ୟୁରୋ : କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଆନ୍ଦୋଳନରତ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ଆବଶ୍ୟକ ବୋଲି କୁହାଯାଇଛି । ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି, ଚାଷୀମାନଙ୍କ ଭିତରେ ଧରଣା ରହିଛି ଯେ, କୌଣସି କମିଟି ସହିତ ଚର୍ଚ୍ଚା ଆଲୋଚନା ନକରି ଏହି କୃଷି ଆଇନ ଅଣାଯାଇଛି ।

ସେହିପରି ତରବରିଆ ଭାବେ ଏହି ଆଇନ ଅଣାଯାଇ ନାହିଁ । ବରଂ ଏହା ଦଶନ୍ଧି ଦଶନ୍ଧି ଧରି ଦାବି ହୋଇ ଆସୁଥିଲା ବୋଲି ସରକାର କୋର୍ଟଙ୍କୁ କହିଛନ୍ତି । ହେଲେ ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଯେଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ, ସେଥିରୁ ଲାଗୁଛି ଆଜି ଫଇସଲା ଶୁଣାଇ ପାରନ୍ତି ।



from Kanak News https://ift.tt/3oCpxQ1 https://ift.tt/3buXzSt
କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର : କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ ଦୂର ହେବା ଦରକାର Kanak News କୃଷି ଆଇନ ପ୍ରସଙ୍ଗରେ ସୁପ୍ରିମକୋଟଙ୍କ କଡ଼ା ଆଭିମୁଖ୍ୟ ପରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର : କହିଲେ ବିରୋଧ ପ୍ରଦର୍ଶନକାରୀଙ୍କ ମନରୁ ଦ୍ୱନ୍ଦ ଦୂର ହେବା ଦରକାର Kanak News Reviewed by SUBHENDU BARAL on January 11, 2021 Rating: 5

No comments:

Powered by Blogger.