
କନକ ବ୍ୟୁରୋ : ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥରେ ଲୁଟପାଟ ଅଭିଯୋଗରେ ଡକାୟତ ଗ୍ୟାଙ୍ଗର ମା ଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କରିଛି ସତ୍ୟବାଦୀ ପୋଲିସ । ପୋଲିସ ସେମାନଙ୍କ ଠାରୁ ମୋବାଇଳ ଫୋନ, ସୁନା ମୁଦି, ମୋଟର ସାଇକେଲ ଜବତ କରିଛି । ଅନେକ ଦିନ ଧରି ଏହି ଡକାୟତମାନେ ଜାତୀୟ ରାଜପଥରେ ଡକାୟତି, ରାହାଜାନି ଓ ଲୁଟପାଟ ଘଟଣାରେ ସମ୍ପୃକ୍ତ ଥିଲେ । ଏହି ଗ୍ୟାଙ୍ଗର ରିଙ୍ଗଲିଡର ହେଉଛି ସତ୍ୟବାଦୀ ଅଂଚଳର ପ୍ରକାଶ ବରାଳ । ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଏମାନଙ୍କୁ ଆଉ ଥରେ ରିମାଣ୍ଡପେ ଆଣିବା ପାଇଁ ଆବେଦନ କରିବ ପୋଲିସ ସିଡିପିଓ କହିଛନ୍ତି ।
from Kanak News https://ift.tt/2Xlyml8 https://ift.tt/3oFVgzy
ସତ୍ୟବାଦୀ ପୋଲିସ କବଜାରେ ଡକାୟକ ଗ୍ୟାଙ୍ଗର ୫ସଦସ୍ୟ : ପୁରୀ-ଭୁବନେଶ୍ୱର ରାଜପଥରେ କରୁଥିଲେ ଲୁଟପାତ Kanak News
Reviewed by SUBHENDU BARAL
on
January 08, 2021
Rating:
Reviewed by SUBHENDU BARAL
on
January 08, 2021
Rating:
No comments: