ପରମାଣୁ ଗବେଷଣାରେ ଗାଉଁଲି ପୁଅ: ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରରେ ଓଡିଆ ପୁଅ; ଓଡିଶା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଦାସ Kanak News

କନକ ବ୍ୟୁରୋ: ସୁନ୍ଦରଗଡର ଗୌରବ କୃଷ୍ଣଚନ୍ଦ୍ର ଦାସ । ପିଲାଟି ଦିନରୁ ଅନେକ ସଂଘଷ ର୍ କରିଛନ୍ତି କୃଷ୍ଣଚନ୍ଦ୍ର । ଅନେର ଅଭାବ ଅସୁବିଧା ମଧ୍ୟରେ ପାଠପଢି ଏହି ସଫଳତା ହାସଲ କରିଛନ୍ତି ସେ । ବତର୍୍ମାନ ସେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ ସାଇଣ୍ଟିଷ୍ଟ ଚାକିରି ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଅନେର ଖେଳାଳି ହକି ଖେଳରେ ଦେଶବିଦେଶରେ ନାଁ କମାଇଥିବା ବେଳେ କୃଷ୍ଣଚନ୍ଦ୍ର ଏହ ିଚାରିରୀ ପାଇଁ ଗୌରବ ଆଣିଛନ୍ତି ।

ତାଙ୍କର ପାଠପଢା ସମୟ ୍ରୁବ ସଂଘର୍ଷମୟ ଥିଲା । ଭୂବିଜ୍ଞାନରେ ଏମଏ କଲା ପରେ ବାପା ଆରପାରିକୁ ଚାଲିଗଲେ । ଆର୍ଥିର ଅଭାବ ସହିତ ମାନସିକ ଚାପରେ ରହି ମଧ୍ୟ ରିଛି କରି ଦ୍ରୋଇବାର ଇଛାଶକ୍ତି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଲା । ତାଙ୍କର ଏହ ିସପଳତା ପାଇଁ ମା ବହୁତ ଖୁସି ଥିବା ବେଳେ ପୁଅର ଭବିଷ୍ୟତକୁ ନେଇ ଖୁବ ଆଶାବାଦୀ ।



from Kanak News https://ift.tt/35m7NRl https://ift.tt/3bqUMtw
ପରମାଣୁ ଗବେଷଣାରେ ଗାଉଁଲି ପୁଅ: ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରରେ ଓଡିଆ ପୁଅ; ଓଡିଶା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଦାସ Kanak News ପରମାଣୁ ଗବେଷଣାରେ ଗାଉଁଲି ପୁଅ: ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରରେ ଓଡିଆ ପୁଅ; ଓଡିଶା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ କୃଷ୍ଣଚନ୍ଦ୍ର ଦାସ Kanak News Reviewed by SUBHENDU BARAL on January 09, 2021 Rating: 5

No comments:

Powered by Blogger.