ବିପୁଳ ପରିମାଣର କଫସିରଫ ଓ ନିସା ଟାବଲେଟ ଜବତ, ୪ଗିରଫ

ସମ୍ବଲପୁର ୧୨।୦୧:  ବିପୁଳ ପରିମାଣର କଫସିରଫ ଓ ନିସା ଟାବଲେଟ ଜବତ । ସମ୍ବଲପୁର ଟାଉନଥାନା ପୋଲିସ ଦ୍ୱାରା ଜବତ ହୋଇଛି । ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୋଲିସ ।

ସମ୍ବଲପୁର ଟାଉନଥାନା ପୋଲିସ ଦ୍ୱାରା ବ୍ୟାପକ ପରିମାଣର କପସିରଫ ଓ ନିସା ଟେବଲେଟ ଜବତ ।  ବେଆଇନ କପସିରଫ ଓ ନିସା କାରବାର ଅଭିଯୋଗ ରେ ସମ୍ବଲପୁର ଟାଉନଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ଗିରଫ କରିଛି । ସେମାନଙ୍କ ଠାରୁ ୧୮୩ ବୋତଲ ଲୁଜ୍ କପସିରଫ ,୨୫୦ ବୋତଲ ସିଲ୍ କପସିରଫ ,୪୦ ଟି ନିସା ବଟିକା ,୩ ଟି ମୋବାଇଲ ଓ ୩ ଟି ମୋଟରସାଇକେଲ ଜବତ କରିଛି ପୋଲିସ । ଅଭିଯୁକ୍ତ ଙ୍କ ବିରୋଧରେ NDPS Act ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି । ସେହିଭଳି ଗତ ୨୨ ରେ ଗୋବିନ୍ଦପୁରପିଣ୍ଢାପଥର ଅଞ୍ଚଳରେ ଡକାୟତି ଘଟଣାରେ ୨ ଜଣ ଡକାୟତ ଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।



from Prameya News7 https://ift.tt/3nAIb9B
ବିପୁଳ ପରିମାଣର କଫସିରଫ ଓ ନିସା ଟାବଲେଟ ଜବତ, ୪ଗିରଫ ବିପୁଳ ପରିମାଣର କଫସିରଫ ଓ ନିସା ଟାବଲେଟ ଜବତ, ୪ଗିରଫ Reviewed by SUBHENDU BARAL on January 11, 2021 Rating: 5

No comments:

Powered by Blogger.