ସଲ୍‌ମାନ୍‌ଙ୍କୁ ନେଇ ଏମିତି ଖୁଲାସା କଲେ ଏହି ଅଭିନେତ୍ରୀ OTV KHABAR BUREAU

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ଯେବେଠୁ ଆରମ୍ଭ ହେଲାଣି ସେବେଠାରୁ ଏହି ଶୋ’ରେ କିଛି ନା କିଛି ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। ନିକଟରେ ଦେଖିବାକୁ ମିଳିଥିଲା, ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ପହଞ୍ଚି ଯାଇଥିଲେ। ଏହାପରେ ନିଜେ ରୋଷେଇ ଘରଠୁ ଆରମ୍ଭ କରି ବାଥରୁମ୍‌ ପର୍ଯ୍ୟନ୍ତ ସବୁ କିଛି ସଫା ସୁତୁରା କରିଥିଲେ ସଲମାନ୍‌।

ଆଉ ଏବେ ‘ବିଗ୍‌ ବସ୍‌-୧୩’ର ଏକ୍ସ କଣ୍ଟେଷ୍ଟାଣ୍ଟ୍‌ ତଥା ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କ ଏକ ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ସଲ୍‌ମାନ୍‌ଙ୍କୁ ନେଇ କିଛି ଖୁଲାସା କରିଛନ୍ତି। ଖାଲି ଖୁଲାସା କରି ନାହାନ୍ତି ବରଂ ସଲ୍‌ମାନ୍‌ଙ୍କ ଉପରେ ଆରୋପ ମଧ୍ୟ ଲଗାଇଛନ୍ତି ହିମାଂଶୀ।

ଭିଡିଓରେ ଦେଖିବାକୁ ମିଳିଛି, ହିମାଂଶୀ Manicure କରୁଛନ୍ତି। ଏହି ସମୟରେ ସେ କହୁଛନ୍ତି, ‘ବିଗ୍‌ ବସ୍‌’ ରେ ବାସନ ଧୋଇ ହାତ ଖରାପ ହୋଇଯାଇଛି।’ ଠିକ୍‌ ଏହି ସମୟରେ ଜଣେ ଯୁବକ କହୁଛନ୍ତି, ‘ସଲ୍‌ମାନ୍ ତ ପୁଣି ବାସନ ଧୋଇ ଥିଲେ, ଡ୍ରାମା ବହୁତ ଭଲ ଥିଲା।’ ତା’ପରେ ଏହାର ଉତ୍ତରରେ ହିମାଂଶୀ କହିଥିଲେ, ‘ସଲ୍‌ମାନ୍‌ ୬୩୦ କୋଟି ଟଙ୍କା ନେଇଥିଲେ, ତେଣୁ ସେ ଧୋଇବେ ନା..’

 

View this post on Instagram

 

Lookat this filthy women..She is saying @BeingSalmanKhan me jo bartan dhoya the wo drama tha And she said 630 crores liye hain #SalmanKhan ne @ColorsTV se to itna to karega hi😳😳 She is such a shameless women🤮 Exclusive only on 👉@biggboss13_salman @👈 & Never miss un update 👉Exclusive News & leakages only Here 👉Like 👉Comment 👉Share ➖➖➖➖➖➖➖➖➖➖➖ #biggboss13 #bb13 #biggboss #artisingh #shehnaazgill #ShefaliBagga #asimRiaz #MahiraSharma #ParasChhabra #AbuMalik #SidharthShukla #Devoleena #Devoleenabhattacharjee #DaljeetKaur #RashamiDesai #beingsalmankhan #weekendkavaar #hinakhan #dipikakakar #khatrakhatrakhatra #mrkhabri_official #Vishaladityasingh #colorstv #voot #Hindustanibhau, #Shefalijariwala #HimanshiKhurana #Arhaankhan #biggboss_tak

A post shared by biggboss13 (@biggboss13_salman) on

ହିମାଂଶୀଙ୍କ ଏହି ଭିଡିଓକୁ ନେଇ ଲୋକମାନେ କମେଣ୍ଟ୍‌ ଦେବା ସହ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି।

 



from OTV Khabar. https://ift.tt/2uraJMX
ସଲ୍‌ମାନ୍‌ଙ୍କୁ ନେଇ ଏମିତି ଖୁଲାସା କଲେ ଏହି ଅଭିନେତ୍ରୀ OTV KHABAR BUREAU ସଲ୍‌ମାନ୍‌ଙ୍କୁ ନେଇ ଏମିତି ଖୁଲାସା କଲେ ଏହି ଅଭିନେତ୍ରୀ OTV KHABAR BUREAU Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.