୨ ବର୍ଷ ପାଇଁ ବାସନ୍ଦ ହେଲେ ଦୁଇ ଓଡ଼ିଆ କ୍ରିକେଟର OTV KHABAR BUREAU

କଟକ: ନକଲି ବୟସ ପ୍ରମାଣପତ୍ର ଦେବା ଅଭିଯୋଗରେ ଫସିଲେ ୨ ଓଡ଼ିଆ କ୍ରିକେଟର। ସେମାନେ ହେଲେ- ସୋମେନ୍ ଚାନ୍ଦ ଓ ବିଶ୍ୱଜିତ୍ ମଲ୍ଲିକ। ଉଭୟ ବୟସ ଜାଲିଆତି କରି ୨୩ ବର୍ଷରୁ କମ୍ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଅଭିଯୋଗ ହୋଇଥିଲା।

ଏନେଇ ପ୍ରମାଣ ପାଇବା ପରେ ବିସିସିଆଇ ଉଭୟଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଜାଲିଆତିରେ ଧରାପଡ଼ିବା ପରେ ଉଭୟ ସୋମେନ୍ ଓ ବିଶ୍ୱଜିତ୍‌ଙ୍କୁ କୋଲ୍‌କାତାରୁ ଫେରି ଆସିବାକୁ ପଡ଼ିଛି। ପୂର୍ବରୁ ମଧ୍ୟ ଓସିଏରେ ବୟସ ଜାଲିଆତି ଅଭିଯୋଗ ହୋଇଥିଲା।



from OTV Khabar. https://ift.tt/36j1I5E
୨ ବର୍ଷ ପାଇଁ ବାସନ୍ଦ ହେଲେ ଦୁଇ ଓଡ଼ିଆ କ୍ରିକେଟର OTV KHABAR BUREAU ୨ ବର୍ଷ ପାଇଁ ବାସନ୍ଦ ହେଲେ ଦୁଇ ଓଡ଼ିଆ କ୍ରିକେଟର OTV KHABAR BUREAU Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.