
କନକ ବ୍ୟୁରୋ : ଦାଦାବଟିକୁ ନେଇ ବୋମାମାଡ଼ । ଜଟଣୀ ରାଜାବଜାରରେ ବୋମା ଫିଙ୍ଗି ଫେରାର ହୋଇଗଲେ ଦୁର୍ବୃତ । ଗତକାଲି ରାତିରେ ଜଣେ ଫ୍ୟାନ୍ ବ୍ୟବସାୟିଙ୍କ ଦୋକାନ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ କିଛି କ୍ଷତି ଘଟିନଥିବା ଜଣାପଡ଼ିଛି ।
ତେବେ ପୁଲିସ୍ ଘଟଣାସ୍ଥଳରେ ପହଂଚି ଦୁର୍ବୃତଙ୍କୁ ଧରିବାକୁ ପ୍ରୟାସ ଚଳାଇଛି । ପୂର୍ବରୁ ସମ୍ପୃକ୍ତ ଦୋକାନୀଙ୍କୁ ଧମକ ମିଳିଥିବା ବେଳେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଏହି ବୋମାମାଡ଼ ହୋଇଛି ।
from Kanak News https://ift.tt/2usbTrz https://ift.tt/2ZGB7Oc
ଜଟଣୀରେ ବୋମାମାଡ ! ଦାଦାବଟିକୁ କେନ୍ଦ୍ର କରି ବଜାରରେ ବୋମାମାଡ କଲେ ଦୁର୍ବୃତ୍ତ Kanak News
Reviewed by SUBHENDU BARAL
on
January 23, 2020
Rating:
No comments: