କରଞ୍ଜିଆ ୨୩।୦୧ – କରଞ୍ଜିଆ କୁଡୁମା ଛକ ନିକଟରେ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ।ରାଇରଙ୍ଗପୁର ଝରାଡ଼ିରୁ ରୋଗୀ ନେଇ କଟକ ଯାଉଥିବା ବେଳେ ଏହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁତରଙ୍କୁ ପ୍ରଥମେ କରଞ୍ଜିଆ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ହେଉଛନ୍ତି ତିରିଂ ଥାନା ବଡକେଡମ ଗାଁର ଧନପତି ବେହେରା ।
ଗତ କାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ଝରାଡ଼ି ରୁ ରୋଗୀକୁ ନେଇ କଟକ ଏସ୍ସିବିକୁ ଯାଉଥିଲା ବେଳେ କରଞ୍ଜିଆ କୁଡୁମା ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ରୋଗୀର ମୃତ୍ୟୁ ହୋଇଛି ।
from Prameya News7 https://ift.tt/2sLHpQC
ଗଛରେ ପିଟିହେଲା ସ୍କର୍ପିଓ, ଜଣେ ମୃତ ୨ ଗୁରୁତର
Reviewed by SUBHENDU BARAL
on
January 22, 2020
Rating:
No comments: