ନାଳ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର- ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସନ୍ଦେହ

ଢେଙ୍କାନାଳ ୦୬।୦୧ – ଢେଙ୍କାନାଳ ଦକ୍ଷିଣ କାଳୀ ମନ୍ଦିର ସମ୍ମୁଖରୁ  ଅଜଣା ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।  ଏକ ନାଳ ନିକଟରେ ଏହି ଯୁବକଙ୍କର ମୃତ ଦେହ ପଡିଥିଲା ।

ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସଡକ ଦୁର୍ଘଟଣାରେ  ଏହି ଯୁବକଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୁଲିସ ଏହି ଘଟଣାର ତଦନ୍ତ କରୁଛି ।



from Prameya News7 https://ift.tt/2uoY7pH
ନାଳ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର- ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସନ୍ଦେହ ନାଳ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର- ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସନ୍ଦେହ Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.