ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ

ସୁନ୍ଦରଗଡ ୦୬।୦୧ – ସଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ସେମିନା ଗ୍ରାମରେ ଗତ କଲି ବିଳମ୍ବିତ ରାତିରେ ମଦ୍ୟପ ସ୍ବାମୀ ତା ସ୍ତ୍ରୀ କୁ ତଣ୍ଟି ଚିପି ହତ୍ଯା କରିଛି। ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ।

 ସ୍ବାମୀ କୁଶ ମାଝୀ ମଦ୍ୟପାନ କରି ସ୍ତ୍ରୀ ସୁବାସିନୀ ମାଝୀ ସହ ସବୁ ଦିନ ପରି କାଲି ଝଗଡା କରି ଥିଲା ।ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଵଢିଯିବାରୁ ସେ ମଦ ନିଶାରେ ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କରିଛି । ଘଟଣା ସ୍ଥାନରେ ପୋଲିସ ପହଁଚି  ତଦନ୍ତ କରିବା ସହ ଶଵ ଜବତ କରିଛି । ସ୍ବାମୀ କୁ ଗିରଫ କରି ପଚରାଉଚରା କରୁଛି ।



from Prameya News7 https://ift.tt/2MToeeH
ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ ସ୍ତ୍ରୀ କୁ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.