ନରହନ୍ତା ଦନ୍ତାକୁ କାବୁ କଲା ନନ୍ଦନକାନନ ବନ ବିଭାଗ : ପଠାଗଲା ଢେଙ୍କାନାଳ କପିଳାସ ଜୁ

ଅନୁଗୁଳ ୨୨/୧: ଶେଷରେ ନରହନ୍ତା ଦନ୍ତାକୁ କାବୁ କରି ଢେଙ୍କାନାଳ କପିଳାସ ଜୁ କୁ ପଠାଇଲା ବନ ବିଭାଗ। ରାତି ତମାମ ଚେଷ୍ଟା କଲାପରେ ଏକ ହାଇୱାରେ ଲୋଡ଼ କରି ପଠାଉଛି। ଏଥିପାଇଁ ୬ ଦିନ ହେବ ଅକ୍ଲାନ୍ତ ପରିଶ୍ରମ କରି ନୟାନ୍ତ ହୋଇଛି।

ଶେଷରେ ନନ୍ଦନକାନନରୁ ଏକ ଟିମ ଆସି ହାତୀକୁ କାବୁ କରି ପଠାଇଛି। ପ୍ରଥମେ ଏକ ଗାତ ଖୋଳି ର୍ୟାମ୍ପ ତିଆରି କଲାପରେ ହାତୀକୁ ଚଲାଇ ଚଲାଇ ଗାଡ଼ିରେ ଲୋଡ଼ କରିଥିଲା। ଏଥର କ୍ରେନର ଆବଶ୍ୟକତା ଲୋଡିନାହିଁ ବନ ବିଭାଗ। ଆଗରୁ କ୍ରେନର ଟେକି ଲୋଡିଙ୍ଗ କରି ନେବାରେ ବିଫଳ ହୋଇଥିଲା।



from Prameya News7 https://ift.tt/2TKOr3f
ନରହନ୍ତା ଦନ୍ତାକୁ କାବୁ କଲା ନନ୍ଦନକାନନ ବନ ବିଭାଗ : ପଠାଗଲା ଢେଙ୍କାନାଳ କପିଳାସ ଜୁ ନରହନ୍ତା ଦନ୍ତାକୁ କାବୁ କଲା ନନ୍ଦନକାନନ ବନ ବିଭାଗ : ପଠାଗଲା ଢେଙ୍କାନାଳ କପିଳାସ ଜୁ Reviewed by SUBHENDU BARAL on January 21, 2020 Rating: 5

No comments:

Powered by Blogger.