ଜୋତା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୨୨ଟି ଦମକଳ ଗାଡ଼ିର ନିଆଁଲିଭା ଉଦ୍ୟମ ଜାରି

ନୂଆଦିଲ୍ଲୀ ୨୪/୧୨: ଦେଶର ରାଜଧାନୀ ନୂଆଦିଲ୍ଲୀର ନରେଲା ସ୍ଥିତ ଔଦ୍ୟୋଗିକ କ୍ଷେତ୍ରରେ ଥିବା ଦୁଇଟି ଜୋତା କାରଖାନାରେ ଅଗ୍ନିକାଣ୍ଡ ହୋଇଛି। ଗୋଟିଏ କାରଖାନାରେ ନିଆଁ ସମ୍ପୂର୍ଣ୍ଣ ବ୍ୟାପିଯାଇଥିବାବେଳେ ଅନ୍ୟ କାରଖାନାରେ ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଦମକଳର ୨୨ଟି ଗାଡ଼ି ଏବେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।

୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। କାରଖାନାରେ ସିଲିଣ୍ଡର ବିସ୍ଫୋରଣ ହେବାରୁ ନିଆଁ ବ୍ୟାପିଯାଇଛି।



from Prameya News7 https://ift.tt/2EPRWgg
ଜୋତା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୨୨ଟି ଦମକଳ ଗାଡ଼ିର ନିଆଁଲିଭା ଉଦ୍ୟମ ଜାରି ଜୋତା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ୨୨ଟି ଦମକଳ ଗାଡ଼ିର ନିଆଁଲିଭା ଉଦ୍ୟମ ଜାରି Reviewed by SUBHENDU BARAL on December 23, 2019 Rating: 5

No comments:

Powered by Blogger.