ଅପରେସନ୍ ବ୍ଲାକଆଉଟ୍ ପ୍ରଭାବ: ଗୁଣୁପୁର ସବଡିଭିଜନର ନିଲମ୍ବିତ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କ ବିରୋଧ ଫୌଜଦାରୀ ମାମଲା ରୁଜୁ । Kanak News

କନକ ବ୍ୟୁରୋ: କନକ ନ୍ୟୁଜର ଅପରେସନ୍ ବ୍ଲାକ୍ ଆଉଟ୍ ପ୍ରଭାବରେ ରୁଜୁ ହେଲା ଫୌଜଦାରୀ ମାମଲା । ଗୁଣୁପୁର ସବଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କ ବିରୋଧରେ ଏତଲା ଦେଇଛନ୍ତି ଗୁଣୁପୁର ସୁପରିଟେଣ୍ଡଂଟ ଅପ୍ ଇଂଜିନିୟର୍ସ । କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଲାଂଚ ନେବା ଅଭିଯୋଗରେ ଗୁଣୁପୁର ସବଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କୁ ଶୁକ୍ରବାର ନିଲମ୍ବନ କରାଯାଇଥିଲା ।

from Kanak News https://ift.tt/2qF8bJt https://ift.tt/2Da953d
No comments: