ଦନ୍ତାହାତୀର ମୃତଦେହ ଠାବ

ଖୋର୍ଦ୍ଧା ୨୨।୧୧: ଟାଙ୍ଗି ରେଞ୍ଜ ଅନ୍ତର୍ଗତ ରାମେଶ୍ବର ଅଞ୍ଚଳରୁ ଗୋଟେ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଅଞ୍ଚଳରୁ ଗୋଟିଏ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀର ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକେ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଖୋର୍ଦ୍ଧା ବନବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।



from Prameya News7 https://ift.tt/2D2jfTF
ଦନ୍ତାହାତୀର ମୃତଦେହ ଠାବ ଦନ୍ତାହାତୀର ମୃତଦେହ ଠାବ Reviewed by SUBHENDU BARAL on November 21, 2019 Rating: 5

No comments:

Powered by Blogger.