ସଙ୍କଟରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଆସନ । ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ବିଫଳ ହେଲେ ଇମ୍ରାନ ଖାନ , ସେପଟେ ବିଶିଷ୍ଟ ଶିଳ୍ପପତିଙ୍କ ଆଲୋଚନା କଲେ ସେନା ମୁଖ୍ୟ ବାଜୱା Kanak News

କନକ ବ୍ୟୁରୋ : ସାମରିକ ଶାସନର ପରମ୍ପରା ଥିବା ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୁରୁତ୍ୱ କମିବାରେ ଲାଗିଛି । ଦେଶର ଆର୍ଥିକ ଦୁରାବସ୍ଥା ଦୂର କରିବାରେ ଇମ୍ରାନ ବିଫଳ ହୋଇଛନ୍ତି । ଏହା ପରେ ପାକିସ୍ତାନରେ ପୁଣି ଥରେ ସାମରିକ ଶାସନ ଫେରିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦେଶର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସେନା ମୁଖ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ଏନେଇ ସେନା ମୁଖ୍ୟ କମର ଜାବେଦ ବାଜୱା ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟି ଆଲୋଚନା କରିଛନ୍ତି ।

from Kanak News https://ift.tt/2VfYGv5 https://ift.tt/2OejBNP
ସଙ୍କଟରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଆସନ । ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ବିଫଳ ହେଲେ ଇମ୍ରାନ ଖାନ , ସେପଟେ ବିଶିଷ୍ଟ ଶିଳ୍ପପତିଙ୍କ ଆଲୋଚନା କଲେ ସେନା ମୁଖ୍ୟ ବାଜୱା Kanak News
Reviewed by SUBHENDU BARAL
on
October 03, 2019
Rating:
No comments: