ଭୁବନେଶ୍ବର ୨୨|୮: ଓଡ଼ିଶା ଉପରେ ଏକ ଟ୍ରଫ୍ ଲାଇନ୍ ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ତେବେ ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
ସେହି ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ, କେନ୍ଦୁଝର, କଟକ, ମାଲକାନାଗିରି, କେ।ରାପୁଟ, ନବରଙ୍ଗପୁର ନୂଆପଡା, ବଲାଙ୍ଗିର ଓ କଳାହାଣ୍ଡି । ଗୁରୁବାର ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ବି ଘଡଘଡି ବିଜୁଳି ସହ ବର୍ଷା ହେବ ।
from Prameya News7 https://ift.tt/2NrWRcD
ରାଜ୍ୟରେ ୨ ଦିନ ପ୍ରବଳ ବର୍ଷିବ, ୧୦ଟି ଜିଲ୍ଲାରେ ସତର୍କ ସୂଚନା ଜାରି
Reviewed by SUBHENDU BARAL
on
August 21, 2019
Rating:
No comments: