ମୁଖ୍ୟମନ୍ତ୍ରୀଙ୍କ କଡା ଚେତବନୀ ପରେ ବି ଆକ୍ରମଣ ପ୍ରତିବାଦରେ ତେଜୁଛି ପଶ୍ଚିମ ବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ । ସୁରକ୍ଷା ଦାବିରେ ଚତୁର୍ଥ ଦିନ କାର୍ଯ୍ୟବନ୍ଦ ଜାରି Kanak News

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଂଚିଛି । ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି । ଏପରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମମତା ବାନାର୍ଜୀ କହିଛନ୍ତି । କିନ୍ତୁ ଏଥିପ୍ରତି ଆନ୍ଦୋଳନକାରୀ ଡାକ୍ତର ଖାତିର କରି ନାହାନ୍ତି । କୋଲକାତାର ସରକାରୀ ଏନଆରଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଦୁଇ ଜଣ ଡାକ୍ତରଙ୍କୁ ମୃତକଙ୍କ ସମ୍ପର୍କୀୟ ମାଡ ମାରିଥିଲେ ।

from Kanak News http://bit.ly/2XLLHSf http://bit.ly/2wSYWEZ
No comments: