ଅଟୋକୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ

ବଲାଙ୍ଗିର ୧୪|୬: ବଲାଙ୍ଗିରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଛକ ନିକଟରେ ଦୁର୍ଘଟଣା ହୋଇଛି । ସୋନପୁର ତରଭାରୁ ରୋଗୀ ଛାଡି ଫେରୁଥିବା ବେଳେ ଅଟୋକୁ ପିଟିଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଅଟୋ ଡ୍ରାଇଭର ବଲାଙ୍ଗିରର ସୁରେଶ ଦୀପ । କ୍ଷତିପୂରଣ ଦାବିରେ ଅଟୋ ଚାଳକ ସଂଘ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ପୁଇଁତଳା ଥାନା ନିକଟ ବଲାଙ୍ଗିର-ସୋନପୁର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବାଇପାସ୍ ନିର୍ମାଣ ଦାବି କରାଯାଉଛି ।



from News7 http://bit.ly/2RdbGQi
ଅଟୋକୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ ଅଟୋକୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.