
କନକ ବ୍ୟୁରୋ : ବୁଧବାରଠାରୁ ଝାରସୁଗୁଡ଼ା-ଭୁବନେଶ୍ବର ଏବଂ ଝାରସୁଗୁଡ଼ା-ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ। ଏହି ଦୁଇଟି ସ୍ଥାନକୁ ଉଡ଼ାଣ ଅନୁମତି ପାଇଥିବା ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାଏନ୍ସ୍ ଏୟାର ପକ୍ଷରୁ ସମସ୍ତ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଛି। ଉଡ଼ାନ-୩ ଯୋଜନାରେ ୫ ତାରିଖଠାରୁ ନିୟମିତ ଉଡ଼ାଣ କରିବାକୁ ଥିବା ଏହି ବିମାନ କମ୍ପାନି ପକ୍ଷରୁ ସମୟସୂଚୀ ମଧ୍ୟ ପ୍ରକାଶ ପାଇ ସାରିଛି ଓ ଟିକେଟ ବିକ୍ରୟ ମଧ୍ୟ ହୋଇ ସାରିଛି।

from Kanak News http://bit.ly/2WNnGNx http://bit.ly/2WnavU5
ଝାରସୁଗୁଡାରୁ ଆଜି ରାୟପୁରକୁ ଉଡିବ ବିମାନ ! ଉଡାନ-୩ ଯୋଜନାରେ ଉଡିବ ବିମାନ Kanak News
Reviewed by SUBHENDU BARAL
on
June 04, 2019
Rating:
No comments: