
ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍ଟିଓ ଦିବାକର ସିଂ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିବାକରଙ୍କ ଢେଙ୍କାନାଳରେ ଥିବା ଭଡାଘର, ମୟୂରଭଂଜର ନିଜଘର, ଭୁବନେଶ୍ୱର ଓ ବାଲେଶ୍ୱର ଘରେ ମଧ୍ୟ ଚଢଉ କରାଯାଉଛି।
ପୂର୍ବରୁ ଢେଙ୍କାନାଳରେ ଆର୍ଟିଓ ଥିବା ବସନ୍ତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ।
from OTV Khabar http://bit.ly/2ERjSkW
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍ଟିଓ Pradesh Pratyush
Reviewed by SUBHENDU BARAL
on
December 28, 2018
Rating:
Reviewed by SUBHENDU BARAL
on
December 28, 2018
Rating:
No comments: