ବାପାକୁ କଟୁରୀରେ ହାଣି ହତ୍ୟା କଲା ପୁଅ

ଭଣ୍ଡାରିପୋଖରୀ ୨୯|୧୨: ବାପାକୁ କଟୁରୀରେ ହାଣି ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଧାମନଗର ବିଷ୍ଣୁପୁର ଗାଁରେ । ମୃତକ ବାପା ଘନଶ୍ୟାମ ପାତ୍ର । ଅଭିଯୁକ୍ତ ପୁଅ ଫେରାର ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ତେବେ ହତ୍ୟା କରିବାର କାରଣ ସ୍ପଷ୍ଟ ଜଣାପଡିନଥିବାବେଳେ ପାରିବାରିକ କଳହରୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।



from News7 http://bit.ly/2Afs8rZ
ବାପାକୁ କଟୁରୀରେ ହାଣି ହତ୍ୟା କଲା ପୁଅ ବାପାକୁ କଟୁରୀରେ ହାଣି ହତ୍ୟା କଲା ପୁଅ Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.