ପୁରୀ ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ !

ପୁରୀ ୨୯|୧୨: ପୁରୀ ଶ୍ରୀମନ୍ଦିର ଭିତରେ ଅସଦାଚରଣ । ସୁରକ୍ଷାକର୍ମୀ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମନ୍ଦିର ବାହାର କାଠ ନିକଟରେ ସୁରକ୍ଷାକର୍ମୀ ନାବାଳିକା ଜଣଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ଏନେଇ ସଂପୃକ୍ତ ଯୁବତୀ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । ମାମଲା ରୁଜୁ କରି ସିଂହଦ୍ବାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।



from News7 http://bit.ly/2QZ06LN
ପୁରୀ ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ! ପୁରୀ ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ! Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.