ଚିଲିକା କୂଳରୁ ୨ ଶିକାରୀ ଗିରଫ ; ୧୩ଟି ମୃତ ବିଦେଶୀ ପକ୍ଷୀ ଜବତ

ଟାଙ୍ଗୀ ୨୯|୧୨: ଚିଲିକାରେ ବେଧଡକ ଚାଲିଛି ବିଦେଶୀ ପକ୍ଷୀ ଶିକାର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରକେ ୧୩ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ସୋରଣ ଚିଲିକା କୂଳରେ ବନ୍ୟପ୍ରାଣୀ ବିଭାଗ ଚଢାଉ କରିଥିଲା । ୨ ଜଣ ଶିକାରୀଙ୍କୁ ଗିରଫ କରିବା ସହ ୧୩ଟି ମୃତ ବିଦେଶୀ ପକ୍ଷୀ ମଧ୍ୟ ଜବତ କରିଛି । ଏଭଳି ବାରମ୍ବାର ଚିଲିକା କୂଳରେ ପକ୍ଷୀ ଶୀକାର କରାଯାଉଥିଲେ ମଧ୍ୟ ଏହା ଉପରେ ରୋକ୍ ଲଗାଯାଇପାରୁନି । ଫଳରେ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି ।



from News7 http://bit.ly/2BJNFJb
ଚିଲିକା କୂଳରୁ ୨ ଶିକାରୀ ଗିରଫ ; ୧୩ଟି ମୃତ ବିଦେଶୀ ପକ୍ଷୀ ଜବତ ଚିଲିକା କୂଳରୁ ୨ ଶିକାରୀ ଗିରଫ ; ୧୩ଟି ମୃତ ବିଦେଶୀ ପକ୍ଷୀ ଜବତ Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.